ପପୁ ଓ ତା’ର ସାଙ୍ଗମାନେ ମିଶି ଜୁଆ ଖେଳୁଥିଲେ। ଠିକ୍ ଏହି ସମୟରେ ପୁଲିସ ଆସି ପହଞ୍ଚିଲା।
ପୁଲିସକୁ ଦେଖି ପପୁ ଆଗୁଆ ଦୌଡ଼ି ଯାଇ ପୁଲିସ ଗାଡ଼ିରେ ବସିପଡ଼ିଲା।
ପୁଲିସ : ତୁ ଆଗୁଆ ଗାଡ଼ିରେ କାହିଁକି ବସିପଡ଼ିଲୁ। ଆମେ ତୋତେ ଏପର୍ଯ୍ୟନ୍ତ ବାନ୍ଧିନାହୁଁ।
ପପୁ : ପଛଥର ଜୁଆ ଖେଳି ଧରାପଡ଼ିବା ପରେ ମୋତେ ଗାଡ଼ିରେ ସିଟ୍ ମିଳିନଥିଲା। ଶେଷରେ ଠିଆ ହୋଇଯାଇଥିଲି। ସେଥିପାଇଁ ଏଥର ଆଗୁଆ ବସିପଡ଼ିଲି !!
The post ଜୁଆ ଖେଳି ଧରାପଡ଼ିବା ପରେ… appeared first on Odisha Reporter.
from Odisha Reporter https://ift.tt/36sbDbt
No comments:
Post a Comment