କନଷ୍ଟେବଳଙ୍କୁ ଧକ୍କା ମାରି ଅଭିଯୁକ୍ତ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 11, 2020

କନଷ୍ଟେବଳଙ୍କୁ ଧକ୍କା ମାରି ଅଭିଯୁକ୍ତ ଫେରାର

କଟକ(ଓଡ଼ିଶା ରିପୋର୍ଟର): କନଷ୍ଟେବଳଙ୍କୁ ଧକ୍କା ମାରି ଥାନା ପରିସରରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଗତକାଲି କଟକ ସଦର  ଥାନାରେ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଯୁଗା ଖାଁକୁ ଖୋଜୁଛି ପୁଲିସ୍‌।

ମିଳିଥିବା ସୂଚନା ମୁତାବକ, ଗତକାଲି ସ୍ପେଶାଲ ସ୍କ୍ୱାଡ୍ ଓ ସଦର ଥାନା ପୁଲିସ୍‌ର ମିଳିତ ଅପରେସନ୍‌ରେ ଅଭିଯୁକ୍ତ ଯୁଗା ଖାଁକୁ ଧରାଯାଇଥିଲା । ତେବେ କନଷ୍ଟେବଳଙ୍କୁ ଧକ୍କା ମାରି ପୁଲିସ୍‌ ହେପାଜତରେ ଥିବା ଯୁଗା ଖାଁ ଫେରାର ହୋଇଛି । ତେବେ ଥାନା ପରିସରରୁ ଅପରାଧି ଫେରାର ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

The post କନଷ୍ଟେବଳଙ୍କୁ ଧକ୍କା ମାରି ଅଭିଯୁକ୍ତ ଫେରାର appeared first on Odisha Reporter.



from Odisha Reporter https://ift.tt/3nlfAp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages