ବୋରୱେଲରେ ଖସି ପଡ଼ିଲା ୩ ବର୍ଷର ଶିଶୁ, ବଞ୍ଚାଇବାକୁ ପ୍ରୟାସ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ବୋରୱେଲରେ ଖସି ପଡ଼ିଲା ୩ ବର୍ଷର ଶିଶୁ, ବଞ୍ଚାଇବାକୁ ପ୍ରୟାସ ଆରମ୍ଭ

ଭୋପାଲ: ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଞ୍ଚଳରେ ଗତକାଲି ସକାଳେ ଏକ ୩ ବର୍ଷର ଶିଶୁ ଏକ ବୋରୱେଲରେ ଖସି ପଡ଼ିଛି। ଶିଶୁଟି ଖସିପଡ଼ିବାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ତାକୁ ବଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ଚାଲିଛି ରେସକ୍ୟୁ  ଅପରେସନ।

ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ଅପରେସନରେ ସେନା ଓ SDRF ଟିମ୍‌ ନିୟୋଜିତ ହୋଇଛନ୍ତି । ଜେସିବି ମେସିନ ଲଗାଇ ବୋରୱେଲ ସଂଲଗ୍ନ ଅଞ୍ଚଳରେ ଗାତ ଖୋଳାଯାଉଛି  ।

The post ବୋରୱେଲରେ ଖସି ପଡ଼ିଲା ୩ ବର୍ଷର ଶିଶୁ, ବଞ୍ଚାଇବାକୁ ପ୍ରୟାସ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/32gf3N4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages