ପରାଜୟ ସହ ଚଳିତ ସିଜିନରୁ ଆଉଟ୍ ହେଲା ରାଜସ୍ଥାନ ରୟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

ପରାଜୟ ସହ ଚଳିତ ସିଜିନରୁ ଆଉଟ୍ ହେଲା ରାଜସ୍ଥାନ ରୟାଲ୍ସ

ଦୁବାଇ: କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୦ ପ୍ଲେ ଅଫ୍ ପହଞ୍ଚିବା ଆଶାକୁ ଜୀବନ୍ତ ରଖିଛି। ଶେଷ ଲିଗରେ କେକେଆର ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ଏହାପରେ ରାଜସ୍ଥାନ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ପହଞ୍ଚି ପ୍ଲେ ଅଫରେ ଖେଳିବା ସୁଯୋଗ ହରାଇଛି।

କୋଲକାତା ୧୯୨ ରନର ଟାର୍ଗେଟ୍ ଦେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ଦଳ ମାତ୍ର ୧୩୧ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା। ୬୦ ରନରେ ବିଜୟ ହେବା ପରେ କେକେଆର୍ ମୋଟ୍ ୧୪ ପଏଣ୍ଟ ପାଇଛି। ଏହାପରେ କେକେଆର ପ୍ଲେ ଅଫ୍ ଅଫ୍ ଦୌଡରେ ସାମିଲ୍ ହୋଇଛି। ହେଲେ ଆଉ ଦୁଇଟି ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ହେବ କେକେଆରକୁ।

କେକେଆର୍ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଦଳକୁ ବର୍ତ୍ତମାନ ଆରସିବି- ଦିଲ୍ଲୀ କ୍ୟାପିଟାଲ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ-ସନ୍ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ପଡିବ।

The post ପରାଜୟ ସହ ଚଳିତ ସିଜିନରୁ ଆଉଟ୍ ହେଲା ରାଜସ୍ଥାନ ରୟାଲ୍ସ appeared first on Odisha Reporter.



from Odisha Reporter https://ift.tt/34JZiQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages