ଚାଲାଣ ବେଳେ ଧରାପଡ଼ିଗଲା ଏପରି ଜିନିଷ; ଲିଙ୍କ୍‌ ଖୋଜୁଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ଚାଲାଣ ବେଳେ ଧରାପଡ଼ିଗଲା ଏପରି ଜିନିଷ; ଲିଙ୍କ୍‌ ଖୋଜୁଛି ପୁଲିସ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ପୁରୀ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବ୍ରାଉନସୁଗର ଜବତ ମାମଲା ସାମନାକୁ ଆସୁଥିବା ବେଳେ ଏହା ଏବେ ପୁଲିସ୍‌ର ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ଭୁବନେଶ୍ୱରରୁ ପୁରୀକୁ ଚାଲାଣ ହେଉଥିବା ବେଳେ ୨୭୩ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି ପୁଲିସ୍ । ଚନ୍ଦନପୁର ନିକଟରେ ଜଣେ ମହିଳାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।  ଅଭିଯୁକ୍ତଙ୍କ ବାଲେଶ୍ୱର ଲିଙ୍କ୍ ଥିବାରୁ ଏହି କାରବାର କେଉଁ ଯାଏଁ ଲମ୍ବିଛି ତାକୁ ନେଇ ଖୋତଳାଡ଼ କରାଯାଉଛି ।

ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜଳେଶ୍ୱରର ଶେଖ ସମତୁଲ୍ଲା ଓ ତାଙ୍କ ପତ୍ନୀ ଅପସାନା ବିବି, ଶେଖ ସାଜନ ଏବଂ ପୁରୀ ମଙ୍ଗଳା ସାହିର ପ୍ରକାଶ ବେହେରା । ଏଥିସହ ଚାଲାଣରେ ବ୍ୟବହୃତ କାର୍, ମୋବାଇଲ୍‌କୁ  ଜବତ କରି ଅଧିକ ତଦନ୍ତ କରୁଛି ପୁଲିସ୍‌।

The post ଚାଲାଣ ବେଳେ ଧରାପଡ଼ିଗଲା ଏପରି ଜିନିଷ; ଲିଙ୍କ୍‌ ଖୋଜୁଛି ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/2Ij9aHA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages