କଲେଜରେ ପ୍ରୀତିକୁ ରାଗିଙ୍ଗ୍ କଲା ପପୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

କଲେଜରେ ପ୍ରୀତିକୁ ରାଗିଙ୍ଗ୍ କଲା ପପୁ

ପପୁ କଲେଜରେ ପଢ଼ିବା ସମୟର କଥା। କଲେଜକୁ ନୂଆ ଝିଅ ଆସିଲେ ସେ ଓ ତା’ର ସାଙ୍ଗମାନେ ମିଶି ସେମାନଙ୍କୁ ରାଗିଙ୍ଗ୍‌ କରିଥା’ନ୍ତି।  ଦିନେ କଲେଜରେ ପ୍ରୀତି ନାମରେ ଗୋଟିଏ ଝିଅ ନୂଆ ଆଡ୍‌ମିଶନ ନେଲା। ଆଡମିଶନ ନେବା ପରେ ପପୁ ଓ ତା’ର ସାଙ୍ଗମାନେ ମିଶି ତା’କୁ ରାଗିଙ୍ଗ କରିବା ଆରମ୍ଭ କଲେ। କଲେଜର ସାରା ପିଲା ତା’କୁ ପିଇଷୀ ପିଇଷୀ କରି ଚିଡ଼ାଇବାକୁ ଲାଗିଲେ।

ପ୍ରୀତି ବିଚାରି ଡ଼ରିଯାଇ କିଛିଦିନ ଚୁପ୍‌ ରହିଲା। ଏହାର କିଛିଦିନ ପରେ ପ୍ରୀତି ଚୁପ୍‌ ନରହି ଏନେଇ ପ୍ରିନ୍ସିପାଲଙ୍କ ପାଖରେ କମ୍ପ୍ଲେନ୍‌ କଲା। ପ୍ରୀତିର କମ୍ପ୍ଲେନ୍‌ ପାଇବା ପରେ ପ୍ରିନ୍ସିପାଲ ବହୁତ ରାଗିଗଲେ ଏବଂ କ୍ଲାସରେ ଯାଇ ପହଞ୍ଚିଲେ।

ପ୍ରିନ୍ସିପାଲ୍‌ : ଯିଏ ବି ପ୍ରୀତିକୁ କଲେଜରେ ପିଇଷୀ ପିଇଷୀ କହି ଚିଡ଼ାଉଛ, ସମସ୍ତେ ଛିଡ଼ା ହୋଇଯାଅ।

ପ୍ରିନ୍ସିପାଲଙ୍କୁ ଡ଼ରି ଯିଏ ଯିଏ ପ୍ରୀତିକୁ ଚିଡ଼ାଉଥିଲେ, ସମସ୍ତେ ଛିଡ଼ା ହୋଇଗଲେ। ହେଲେ ପପୁ କ୍ଲାସରେ ସେମିତି ବସିରହିଲା।

ପ୍ରିନ୍ସିପାଲ : ଆଚ୍ଛା ପପୁ ତୁ କ’ଣ ଛିଡ଼ା ହେଲୁନାହିଁ ? ତୁ କ’ଣ ତାକୁ ପିଇଷୀ ଡ଼ାକି ଚିଡ଼ାଉନଥିଲୁ ?

ପପୁ : ଜୋରରେ ନିଃଶ୍ୱାସ ମାରିଲା ଏବଂ କହିଲା… ସାର୍‌ !!!

ସେ ଏ କ୍ଲାସର ପିଇଷୀ ହେଲେ ମୁଁ ଏ କ୍ଲାସର ପିଇଷା ପରା….

The post କଲେଜରେ ପ୍ରୀତିକୁ ରାଗିଙ୍ଗ୍ କଲା ପପୁ appeared first on Odisha Reporter.



from Odisha Reporter https://ift.tt/2IXzVlv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages