ଝିଅ ବାଥରୁମ୍ରୁ ବାହାରିବା ପରେ ତା’ ହାତରେ ଫୋନ୍ ଦେଖି ବାପା ସଙ୍ଗେ ସଙ୍ଗେ ପଚାରିଲେ…
ଯେତେବେଳେ ଦେଖ ଫୋନ୍ରେ ଲାଗିରହୁଛୁ। ତୁ ଫ୍ରୀ କେବେ ରହୁଛୁ ?
ଝିଅ : ସରି ବାପା
ବାପା : ତୁ ଫ୍ରୀ ହେଲେ କ’ଣ କରୁଛୁ ?
ଝିଅ : ଫୋନ୍ ଚାର୍ଜ କରୁଛି।
ବାପା : ତେବେ ଫ୍ରୀ କେବେ ରହୁଛୁ ?
ଝିଅ : ଯେବେ ଫୋନ୍ର ବ୍ୟାଟେରୀ ସରିଯାଏ, ସେବେ ମୁଁ ଫ୍ରୀ ରୁହେ !!
The post ବାଥରୁମ୍ରେ ଫୋନ୍ appeared first on Odisha Reporter.
from Odisha Reporter https://ift.tt/33qAVWF
No comments:
Post a Comment