ପାରିବାରିକ କଳହରୁ ଭୁଜାଲି ମାଡ଼, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 8, 2020

ପାରିବାରିକ କଳହରୁ ଭୁଜାଲି ମାଡ଼, ୪ ଗୁରୁତର

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ଗତକାଲି ରାତି ପ୍ରାୟ ୧୦ଟାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ୨ ପରିବାର ମଧ୍ୟରେ ହୋଇଥିବା କଳହ ଉଗ୍ରରୂପ ଧାରଣ କରିଛି ଭୁଜାଲି ମାଡ଼ରେ ୪ ଜଣ ଗୁରୁତର ହୋଇଛନ୍ତି।

ସେମାନେ ହେଲେ ମନୋଜ କୁମାର ସାହୁ, ସଞ୍ଜୟ ସାହୁ, ତାଙ୍କ ମା’ ଓ ଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଥିଲେ ମଧ୍ୟ ଏହି ଘଟଣାରେ କାହାକୁ ଗିରଫ କରିନାହିଁ।

 

The post ପାରିବାରିକ କଳହରୁ ଭୁଜାଲି ମାଡ଼, ୪ ଗୁରୁତର appeared first on Odisha Reporter.



from Odisha Reporter https://ift.tt/38sk2Ou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages