ରାଜ୍ୟରେ ଚିହ୍ନଟ ହେଲେ ୧୦୧୮ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରେ ୧୦୦ ତଳକୁ ରହିଛି ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ରାଜ୍ୟରେ ଚିହ୍ନଟ ହେଲେ ୧୦୧୮ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରେ ୧୦୦ ତଳକୁ ରହିଛି ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୫୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୩ ହେଉଛି ଲୋକାଲ୍ କେସ୍‌।

ସୁନ୍ଦରଗଡ଼ରେ ସର୍ବାଧିକ ୯୪ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରେ ୮୬, ଖୋର୍ଦ୍ଧାରେ ୮୩, କଟକରେ ୭୩, ଅନୁଗୋଳରେ ୬୫ ଓ ସମ୍ବଲପୁରରେ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ରେ ପହଞ୍ଚିଥିବା ବେଳେ ୨,୯୩,୭୪୧ ସୁସ୍ଥ ହୋଇସାରିଲେଣି। ୧୧,୭୧୫ ଜଣ ଚିକିତ୍ସିତ ହେଉଛନ୍ତି। ସେହିଭଳି କରୋନାରେ ରାଜ୍ୟରେ ଏଯାବତ୍ ୧୪୯୫ ଜଣଙ୍କ ମୃତ୍ୟୁ ହେଲାଣି।

The post ରାଜ୍ୟରେ ଚିହ୍ନଟ ହେଲେ ୧୦୧୮ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରେ ୧୦୦ ତଳକୁ ରହିଛି ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3lrE2o1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages