ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବହିଷ୍କାର ଦାବି କଲା ଟିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବହିଷ୍କାର ଦାବି କଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ବହିଷ୍କାର ଦାବି କରିଛି ତୃଣମୂଳ କଂଗ୍ରେସ। ରାଜ୍ୟରେ ଶାନ୍ତି ଭାଙ୍ଗୁଛନ୍ତି ରାଜ୍ୟପାଳ। ବିଜେପି ନେତା ଭଳି ସେ ବ୍ୟବହାର କରୁଛନ୍ତି। ରାଜ୍ୟପାଳ ଭାବରେ ପରିବାରରର ମୁଖ୍ୟ। ହେଲେ ସେ ଏକପାଖିଆ ହୋଇ କାମ କରୁଛନ୍ତି। ରାଜ୍ୟର ଉନ୍ନତୀ ପାଇଁ ତାଙ୍କୁ ବହିଷ୍କାର ଦାବି କରିବା ଦରକାର। ଟିଏମସି ନେତା କାକୋଲି ଘୋଷ ସାମ୍ୱାଦିକ ସମ୍ମିଳନୀ କରି ଏଭଳି ମନ୍ତବ୍ୟ ରଖିଛନ୍ତି।

ଏହାବାଦ୍ ଟିଏମସି କେନ୍ଦ୍ର ସରକାର ତଥା ବିଜେପି ଉପରେ ବର୍ଷିଛି। ପିଏମ୍ କେୟାର୍ସ ପାଣ୍ଠି ନେଇ କାକୋଲି ଘୋଷ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପାଣ୍ଠିର ଟଙ୍କାରେ ଅନିୟମିତତା ରହିଛି। କେନ୍ଦ୍ର ସରକାର ସମ୍ବିଧାନର କ୍ଷମତାକୁ ଅପବ୍ୟବହାର କରୁଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ୮୫,୦୦୦ କୋଟି ଟଙ୍କା ଦେବାର ଅଛି। ହେଲେ କେନ୍ଦ୍ର ସରକାର ଏହି ବକେୟା ଟଙ୍କା ବନ୍ଦ କରି ରଖିଛନ୍ତି।

The post ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବହିଷ୍କାର ଦାବି କଲା ଟିଏମସି appeared first on Odisha Reporter.



from Odisha Reporter https://ift.tt/33wh6gn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages