ଆଜିଠୁ ପିଏଲଜିଏ ସପ୍ତାହ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ଆଜିଠୁ ପିଏଲଜିଏ ସପ୍ତାହ ଆରମ୍ଭ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆଜିଠାରୁ ଆରମ୍ଭ ହେଉଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ  ସଙ୍ଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳିତ ହେଉଛି।

ଯୁବ ବାହିନୀକୁ ମାଓ ସଂଗଠନ ଆଡକୁ ଆକର୍ଷିତ କରିବା ସହ ନିଜ ଦଳରେ ସାମିଲ କରି ସଂଗଠନକୁ ମଜବୁତ କରିବା ହେଉଛି ପିଏଲଜିଏ ସପ୍ତାହର ମୁଖ୍ୟ ଉଦେଶ୍ୟ । ଏହି ସମୟରେ ନକ୍ସଲମାନେ ବିଭିନ୍ନ ଗ୍ରାମରେ ସଭାସମିତି କରି ମାଓବାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବୁଝାଇଥାନ୍ତି । ଏହି ସପ୍ତାହରେ ମାଓବାଦୀମାନେ ହିଂସାତ୍ମକ ନୀତି ଆପଣାଇ ବହୁ ହିଂସାକାଣ୍ଡ ଘଟାଇଥାନ୍ତି ।

ଏଥିପାଇଁ ମାଲକାନଗିରି ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଛି । ଏହାସହ ଜିଲ୍ଲାରେ ସରକାରୀ ବସ୍‌  ଚଳାଚଳ ବନ୍ଦ ରହିଛି ।

The post ଆଜିଠୁ ପିଏଲଜିଏ ସପ୍ତାହ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/2VwfPS5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages