ଜଣାଶୁଣା ମସଲା କମ୍ପାନୀ ଏମ୍ଡିଏଚ୍ ଗ୍ରୁପର ମାଲିକ ଧର୍ମପାଲ୍ ଗୁଲାଟିଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଘରେ ଟିଭି ଦେଖିଲା ବେଳେ ଆପଣ କେବେ ନା କେବେ ଏକ ବିଜ୍ଞାପନ ଦେଖିଥିବେ। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ ଆପଣ ଦେଖିଥିବେ। ବାସ୍ତବରେ ସେ ହିଁ ହେଉଛନ୍ତି MDH କମ୍ପାନୀର ମାଲିକ। ଯାହାଙ୍କ ମସଲା ଭାରତର ଘରେ ଘରେ ପରିଚିତ।
The post ଘୋଡ଼ାଗାଡ଼ି ଚାଳକରୁ ମସଲା ଜଗତର ଟାଇଗର appeared first on Odisha Reporter.
from Odisha Reporter https://ift.tt/37w4ZBu
No comments:
Post a Comment