ନିଜ କମ୍ପାନୀର ଗୋଦାମରୁ ୩୮ଟି ଆପଲ୍ ଫୋନ୍ ଚୋରି କରି ଦୁଇ କର୍ମଚାରୀ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ନିଜ କମ୍ପାନୀର ଗୋଦାମରୁ ୩୮ଟି ଆପଲ୍ ଫୋନ୍ ଚୋରି କରି ଦୁଇ କର୍ମଚାରୀ ଗିରଫ୍

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର ଗୋଦାମ ଘରୁ ଚୋରି କରିବା ଅଭିଯୋଗରେ ଦୁଇ କର୍ମଚାରୀ ଗିରଫ୍ ହୋଇଛନ୍ତି। ୩୮ଟି ଆପଲ ଆଇଫୋନ୍ ଚୋରି ଅଭିଯୋଗରେ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। କମ୍ପାନୀର ଗୋଦାମ ଘର ଛତିଶଗଡର ବିଳାଶପୁରରେ ରହିଛି।

ଗୁରୁଗାଁଓର ଏସିପି ପ୍ରୀତ୍ ପାଲ୍ ସିଂହ କହିଛନ୍ତି, ଏହି ଦୁଇ ଜଣ କୋଭିଡ୍ ମହାମାରୀର ସୁଯୋଗ ନେଇ ମୋବାଇଲ୍ ଚୋରି କରିଥିଲେ। ଏହି ସମୟରେ ଛୁଇଁବା, ଚେକିଂ କରିବା ଉପରେ କଟକଣା ଥିଲା। ଏହାର ସୁଯୋଗ ନେଇ ଗୋଦାମ ଘରୁ ମୋବାଇଲ୍ ଚୋରି କରିଥିଲେ ଏହି ଦୁଇ କର୍ମଚାରୀ।

The post ନିଜ କମ୍ପାନୀର ଗୋଦାମରୁ ୩୮ଟି ଆପଲ୍ ଫୋନ୍ ଚୋରି କରି ଦୁଇ କର୍ମଚାରୀ ଗିରଫ୍ appeared first on Odisha Reporter.



from Odisha Reporter https://ift.tt/3ar3ebN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages