ଗତ ପଚାଶ ବର୍ଷ ଧରି ନିଜ କାରିଗରୀ ଯାଦୁରେ ଲକ୍ଷାଧିକ ମୂର୍ତ୍ତି ଗଢ଼ିଚାଲିଛନ୍ତି ବସନ୍ତ ସୂତାର। ତାଙ୍କ ହାତର କୁହୁକ ସ୍ପର୍ଷରେ ଜୀବନ୍ତ ହୋଇ ଉଠୁଛି ଶୁଖିଲା କାଠ। ଟଙ୍କାର ଲାଳସା ନୁହେଁ, ମୂର୍ତ୍ତି ଗଢ଼ିବା ନିଶାରେ ସେ ନିଶାସକ୍ତ। ବସନ୍ତଙ୍କ ନିହାଣର ମୂର୍ଚ୍ଛନାରେ ଆନମନା ହୋଇ ସାଧାରଣ ପଥଚାରୀ ଆପେ ଆପେ ଚାଲି ଆସନ୍ତି ତାଙ୍କଠାରୁ ମୂର୍ତ୍ତି କିଣିବାକୁ।
The post ହାତ ଓ ନିହାଣର ମଧୁଚନ୍ଦ୍ରିକାରେ ଜୀବନ୍ତ ହୋଇଉଠୁଛି ଶୁଖିଲା କାଠ appeared first on Odisha Reporter.
from Odisha Reporter https://ift.tt/37s5z2Q
No comments:
Post a Comment