ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାର ନାମ ଶୁଣି ଲୋକେ ଡରି ଯାଇଥାନ୍ତି । ତାହା ଭିତରୁ ଅନେକ ରହସ୍ୟମୟୀ ହୋଇଥାଏ । ଆପଣ କେବେ ଏମିତି ବଗିଚା ବାବଦରେ ଶୁଣିଛନ୍ତି ଯାହାର ସୁନ୍ଦରତା ଅନେକ କିନ୍ତୁ ସେଠାକୁ କେହି ଯିବାକୁ ଚାହୁଁନାହାନ୍ତି । ସେମିତି ବଗିଚା କେଉଁଠି ଓ ଲୋକ କାହିଁକି ଯିବାକୁ ଚାହୁଁନାହାନ୍ତି ଦେଖନ୍ତୁ ଏହି ଭିଡିଓରେ ।
The post ବିଷ ବଗିଚା appeared first on Odisha Reporter.
from Odisha Reporter https://ift.tt/3r1S7f7
No comments:
Post a Comment