କଟକ(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହେଉଛି ଓକିଲ ସଂଘ ନିର୍ବାଚନ । ସାରା ରାଜ୍ୟର ବିଭିନ୍ନ ଓକିଲ ସଂଘର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।
ରାଜ୍ୟର ଅନୁବନ୍ଧିତ ସମସ୍ତ ବାର କାଉନ୍ସିଲ ପାଇଁ ଭୋଟ ଗ୍ରହଣ ହେଉଛି । ପ୍ରତି ପଦବୀ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବକ୍ସ କରାଯାଇଛି। ସେଥିରେ ଭୋଟ ଗ୍ରହଣ କରାଯାଉଛି ।
The post ଆଜି ଓକିଲ ସଂଘ ନିର୍ବାଚନ appeared first on Odisha Reporter.
from Odisha Reporter https://ift.tt/346kAqq
No comments:
Post a Comment