ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍

ସୁନ୍ଦରଗଡ (ବିଜୟ ବରୁଆ): ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ୨୨ ହଜାରରୁ ଅଧିକ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ସୁନ୍ଦରଗଡ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜେଣ ଜଣେ ମଦ୍ୟପ ବାଇକ ଚାଳକ ୨୨,୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଚେକିଂ ବେଳେ ଏହି ବାଇକ ଚାଳକ ଜଣକ ଧରାପଡିଥିଲେ । ସେ ମଦ ପିଇ ଗାଡି ଚଳାଇବା ସହ ପାଖରେ ଡିଏଲ କିମ୍ବା ଗାଡି ଇନସୁରାନ୍ସ ରଖିନଥିବାରୁ ବିଭାଗ ପକ୍ଷରୁ ଏହି ଫାଇନ କରାଯାଇଛି । ବାଇକକୁ ରାଜଗାଙ୍ଗପୁର ଥାନାରେ ଅଟକ ରଖାଯାଇଛି ।

 

The post ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍ appeared first on Odisha Reporter.



from Odisha Reporter https://ift.tt/3nSUOhf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages