କଲେଜର ସେହି ଟୟଲେଟ୍ ସିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

କଲେଜର ସେହି ଟୟଲେଟ୍ ସିଟ୍

ଜଣେ ଛାତ୍ର କଲେଜର ଟୟଲେଟରେ ପଶିଲା…

ଟୟଲେଟ୍ ସିଟରେ ବସିଲା ମାତ୍ରକେ ସାମନା କାନ୍ଥରେ କିଛି ଲେଖା ହୋଇଥିବାର ଦେଖିଲା।

ସେଥିରେ ଲେଖା ହୋଇଥିଲା-

‘ଏତିକି ପରିଶ୍ରମ ଯଦି ପାଠ ପଢ଼ାରେ କରିଥାନ୍ତ, ତା’ ହେଲେ ଆଜି ଗୋଟାଏ ଭଲ ସିଟରେ ବସିଥାନ୍ତ’।

The post କଲେଜର ସେହି ଟୟଲେଟ୍ ସିଟ୍ appeared first on Odisha Reporter.



from Odisha Reporter https://ift.tt/3753ECo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages