ଡଙ୍ଗର ଡାକୁଛି ଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ଡଙ୍ଗର ଡାକୁଛି ଆ’

ଏଠି ମେଘ ଛୁଆଁରେ ମତୁଆଲା ହେବାକୁ ସତେ ଅବା ଡାକୁଛି ଡଙ୍ଗର। ସବୁଜିମା ଭିତରେ ଅପେକ୍ଷା କରି ରହିଛି ପାହାଡ଼ ଚଢ଼ାର ସୁଯୋଗ। ପୁଣି ଆଶୀର୍ବାଦର ଓଢ଼ଣି ଟାଣି ବସିଛି ମା’ ମାହେଶ୍ୱରୀଙ୍କ ଆସ୍ଥାନ। ଆପଣଙ୍କୁ ଏଥର ଦେଖାଇବୁ ବୌଦ୍ଧ ଜିଲ୍ଲାର ପଞ୍ଚରାସ୍ଥିତ ମା’ ମାହେଶ୍ୱରୀଙ୍କ ଚୂଡ଼ାଖାଇ ଯାତ୍ରା ଡଙ୍ଗର।

The post ଡଙ୍ଗର ଡାକୁଛି ଆ’ appeared first on Odisha Reporter.



from Odisha Reporter https://ift.tt/3rsgrqO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages