ଟ୍ରେନରେ କଟିଗଲେ ୩ ହରିଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଟ୍ରେନରେ କଟିଗଲେ ୩ ହରିଣ

କଟକ(ଓଡ଼ିଶା ରିପୋର୍ଟର) ଟ୍ରେନରେ କଟିଗଲେ ୩ ହରିଣ । କଟକ-ପାରାଦୀପ ରେଳପଥର ସାଳିଜଙ୍ଗା ତିନିପୋଲିଆ ନିକଟରେ ୩ଟି ହରିଣ କଟିଯାଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଟ୍ରେନ ଲାଇନ ପାର ହେଉଥିବାବେଳେ ହରିଣ ୩ଟି ଟ୍ରେନ୍‌ରେ କଟିଯାଇଥିଲେ । ହରିଣମାନେ ନିକଟସ୍ଥ ଧଳତଙ୍ଗଗଡ଼ ଜଙ୍ଗଲରୁ ମୁଗ କିଆରିକୁ ଚରିବା ପାଇଁ ଟ୍ରେନ ଲାଇନ ପାର ହେଉଥବାବେଳେ ଏହି ଅଘଟଣ ଘଟିଥିଲା।  ପୂର୍ବରୁ ମଧ୍ୟ ଅନେକଥର ଟ୍ରେନରେ କଟି ହରିଣଙ୍କ ମୃତ୍ୟୁ ହୋଇଛି । ହରିଣଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

The post ଟ୍ରେନରେ କଟିଗଲେ ୩ ହରିଣ appeared first on Odisha Reporter.



from Odisha Reporter https://ift.tt/2MDEO4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages