ଏଣିକି ମିସ୍ କଲରେ ଗ୍ୟାସ୍ ରିଫିଲିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

 ଏଣିକି ମିସ୍ କଲରେ ଗ୍ୟାସ୍ ରିଫିଲିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଏଣିକି ଗୋଟିଏ ମିସ୍ କଲରେ ଏଲପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଯେକୌଣସି ଗ୍ରାହକ 84549_55555 ନଂରେ ମିସ୍ କଲ୍ କଲେ ରିଫିଲିଂ ଏବଂ ବୁକିଂ ପାଇଁ ପଞ୍ଜୀକରଣ ହୋଇଯିବ।  ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି।  ତାସହ xp 100 ବା ଅଧିକ ଗୁଣବତା ଥିବା ଇନ୍ଧନର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି।  ଏହିକ୍ରମରେ ଦିଗବୋଇ ବିଶୋଧନାଗାରରୁ ପ୍ରଥମ xp 100ର ବ୍ୟାଚକୁ ଫ୍ଳାଗଅପ୍ କରି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ।

The post  ଏଣିକି ମିସ୍ କଲରେ ଗ୍ୟାସ୍ ରିଫିଲିଂ appeared first on Odisha Reporter.



from Odisha Reporter https://ift.tt/3n2dxWh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages