ଆଇପିଏଲ୍ ନିଲାମରେ ସାମିଲ ହେବେ ୬ ଓଡ଼ିଆ କ୍ରିକେଟର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ଆଇପିଏଲ୍ ନିଲାମରେ ସାମିଲ ହେବେ ୬ ଓଡ଼ିଆ କ୍ରିକେଟର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି ଓଡ଼ିଶାର ୬ ଜଣ କ୍ରିକେଟର। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୁପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସା।

ଆଇପିଏଲ୍‌ର ନୂଆ ସିଜିନ୍ ପାଇଁ ହେବାକୁ ଥିବା ନିଲାମରେ ଓଡ଼ିଶାର ଏହି ୬ କ୍ରିକେଟରଙ୍କୁ ସାମିଲ କରିବା ପାଇଁ ସୁପାରିଶ କରିଛି ଓସିଏ। ଯଦି କେଉଁ ଦଳ ଏହି ଖେଳାଳି ମାନଙ୍କୁ କିଣେ, ତା’ହେଲେ ଆଇପିଏଲ୍‌ର ଆସନ୍ତା ସିଜିନ୍‌ରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ।

The post ଆଇପିଏଲ୍ ନିଲାମରେ ସାମିଲ ହେବେ ୬ ଓଡ଼ିଆ କ୍ରିକେଟର! appeared first on Odisha Reporter.



from Odisha Reporter https://ift.tt/3c0y4ss

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages