ଉପଭୋକ୍ତା ସ୍ଥିର କରିବେ କେଉଁଠୁ ଆଣିବେ ବିଦ୍ୟୁତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଉପଭୋକ୍ତା ସ୍ଥିର କରିବେ କେଉଁଠୁ ଆଣିବେ ବିଦ୍ୟୁତ୍

ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଉପସ୍ଥାପନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ବଜେଟରେ ଶକ୍ତି କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଘୋଷଣା ହୋଇଛି।  ତେବେ ଆଉ କ’ଣ ସବୁ ଘୋଷଣା ହୋଇଛି ଜାଣନ୍ତୁ।

  • ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
  • ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
  • କାହାଠାରୁ ବିଦ୍ୟୁତ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା
  • ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
  • ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ
  • ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା
  • ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ
  • ବୀମା କ୍ଷେତ୍ରରେ ୭୪% FDI ପାଇଁ ବଜେଟରେ ଘୋଷଣା
  • ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା
  • LICରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ
  • ୨ଟି ପବ୍ଲିକ ସେର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ
  • ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
  • ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି

The post ଉପଭୋକ୍ତା ସ୍ଥିର କରିବେ କେଉଁଠୁ ଆଣିବେ ବିଦ୍ୟୁତ୍ appeared first on Odisha Reporter.



from Odisha Reporter https://ift.tt/3j6fKj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages