ଆଜିଠୁ ଗଡ଼ିଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ଆଜିଠୁ ଗଡ଼ିଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଆଜିଠୁ  ଗଡ଼ିଲା ଆଉ ୮୪ଟି  ନୂଆ୧୦୮ ଆମ୍ବୁଲାନ୍ସ । ନୂଆ  ବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ  ଭେଟି  ଦେଇଛନ୍ତି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ।   ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ  କରିଛନ୍ତି  । ନିଜସ୍ୱ ପାଣ୍ଠିରେ ରାଜ୍ୟ ସରକାର ସମସ୍ତ  ଆମ୍ବୁଲାନ୍ସ  କିଣିଛନ୍ତି  ଏହି ୮୪ଟି ଆମ୍ବୁଲାନ୍ସ  ରାଜ୍ୟର  ୨୭ ଜିଲ୍ଲାରେ ଗଡ଼ିବ ।  ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି  ଆମ୍ବୁଲାନ୍ସ  ଯିବ।  ଏବେ ରାଜ୍ୟରେ  ମୋଟ  ୫୧୮ଟି  ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ  ଏକ୍ସପ୍ରେସ  ଚାଲୁଛି । ୨୦୧୩ ମସିହାରୁ ରାଜ୍ୟବାସୀଙ୍କୁ ଏହି ଜରୁରୀ  କାଳୀନ ସେବା ଯୋଗାଉଛନ୍ତି ସରକାର।  ମାଲକାନଗିରି  ବିଛିନ୍ନାଞ୍ଚଳରେ ୬ ଟି 108 ବୋଟ  ଆମ୍ବୁଲାନ୍ସ  ମଧ୍ୟ ଚାଲୁଛି ।

The post ଆଜିଠୁ ଗଡ଼ିଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/2WXMyk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages