ଭୁଶୁଡ଼ିଲା ଗୋଦାମ, ଚାପି ହୋଇଗଲେ ୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଭୁଶୁଡ଼ିଲା ଗୋଦାମ, ଚାପି ହୋଇଗଲେ ୭

ମୁମ୍ବାଇ: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଆଜି ସକାଳେ ଏକ ଗୋଦାମ ଭୁଶୁଡ଼ି ପଡ଼ିଛି। ମନକୋଲିର ହରିହର କମ୍ପାଉଣ୍ଡ ପରିସରରେ ଥିବା ଏହି ଗୋଦାମଟି ଭୁଶୁଡ଼ି ପଡ଼ିବାରୁ ଏହା ଭିତରେ ୭ ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

ପୁଲିସ୍‌ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍‌ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି। ତେବେ ଏଥିରେ ମୃତାହତଙ୍କ ଖବର ମିଳିପାରି  ନ ଥିବା ବେଳେ ଗୋଦାମଟି କ’ଣ ପାଇଁ ଭୁଶୁଡ଼ିଲା ତାହା ଜଣାପଡ଼ିନି।

The post ଭୁଶୁଡ଼ିଲା ଗୋଦାମ, ଚାପି ହୋଇଗଲେ ୭ appeared first on Odisha Reporter.



from Odisha Reporter https://ift.tt/3j8e9JQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages