ଡ୍ରେସ ଚେଞ୍ଜିଂ ରୁମ୍‌ରେ ଥିଲେ ଯୁବତୀ, ଫଟୋ ଉଠାଇଦେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

ଡ୍ରେସ ଚେଞ୍ଜିଂ ରୁମ୍‌ରେ ଥିଲେ ଯୁବତୀ, ଫଟୋ ଉଠାଇଦେଲେ ଯୁବକ

କେନ୍ଦୁଝର(ପ୍ରଣୟ ପାଣି):  ଡ୍ରେସ୍‌ ଚେଞ୍ଜିଂ ରୁମ୍‌ରୁ ଯୁବତୀଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ତାଙ୍କ ମୋବାଲକୁ ପୁଲିସ୍‌ ଜବତ କରିଥିବା ଜଣାଯାଇଛି।  ଏପରି ଘଟଣା ଗତକାଲି କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ସ୍ଥିତ ଏକ ଘରୋଇ ସପିଙ୍ଗ ମଲ୍‌ରେ ହୋଇଛି।

ଯୁବତୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  ଗତକାଲି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀ ସପିଙ୍ଗ ମଲ୍‌କୁ ଯାଇଥିବା ବେଳେ ସେଠାରେ ଟ୍ରାଏଲ୍‌ ରୁମ୍‌ରେ ଡ୍ରେସ ଚେଞ୍ଜ କରୁଥିଲେ। ହେଲେ ଉକ୍ତ ସମୟରେ ତାଙ୍କ ପାଖ ରୁମ୍‌ରୁ ଜଣେ  ଯୁବକ ମୋବାଇଲରେ ଫୋଟ ଉଠାଉଥିବା ସନ୍ଦେ କରିଥିଲେ । ଯୁବକଜଣକ ଦୁଇ ଚେଞ୍ଜିଙ୍ଗ ରୁମ୍‌ ମଧ୍ୟରେ ଥିବା ଉପର ଫାଙ୍କାରୁ ମୋବାଇଲ ପୁରାଇ ଫଟୋ ଉଠାଉଥିବା ଜାଣିବାକୁ ପାଇଥିଲେ ।

ଯୁବତୀଜଣଙ୍କ ସଙ୍ଗେ ସଙ୍ଗେ ରୁମରୁ ବାହାରି ମଲର କର୍ମଚାରୀଙ୍କୁ ଅବଗତ କରିବା ସହ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

The post ଡ୍ରେସ ଚେଞ୍ଜିଂ ରୁମ୍‌ରେ ଥିଲେ ଯୁବତୀ, ଫଟୋ ଉଠାଇଦେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/39vSiaN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages