ASO ପାଇଁ ବାହାରିଲା ବିଜ୍ଞପ୍ତି: ଜାଣନ୍ତୁ ପଦବୀ ସଂଖ୍ୟା, ଆବେଦନର ଶେଷ ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ASO ପାଇଁ ବାହାରିଲା ବିଜ୍ଞପ୍ତି: ଜାଣନ୍ତୁ ପଦବୀ ସଂଖ୍ୟା, ଆବେଦନର ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସି ଖବର। ଏଏସ୍‌ଓ (Assistant Section Officer) ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ୍‌ ବିରେ ମୋଟ୍ ୨୦୨ଟି ପୋଷ୍ଟ ପାଇଁ ଏହି ନିଯୁକ୍ତି ପ୍ରକାଶ ପାଇଛି। orissahighcourt.nic.in. ରେ ଏହି ନୋଟିସ୍‌ ପ୍ରକାଶ ପାଇଛି। ମାସିକ ଦରମା Rs 35,400 – 1,12,400 ପର୍ଯ୍ୟନ୍ତ ରହିଛି। ଆବେଦନ କରିବାର ଶେଷ ତାରିଖ ୨୦୨୧ ମାର୍ଚ୍ଚ ୨୦ ରହିଛି। ଆବେଦନକାରୀଙ୍କ ପାଇଁ ବୟସ ସୀମା ୨୧ରୁ ୩୨ ପର୍ଯ୍ୟନ୍ତ ରହିଛି। ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ(BA) ରହିଛି। ତେବେ ଆବେଦନକାରୀ କମ୍ପ୍ୟୁଟର ଶିକ୍ଷା ଜାଣିଥିବା ଜରୁରୀ।

ତେବେ ଜାଣନ୍ତୁ ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା

  1. Firstly, visit the Orissa High Court website (https://ift.tt/1ezpajP) and you can find the Recruitment Corner icon and then click on Online Application.
    2. Next candidates have to read the instructions before providing details & clicking on proceed to apply further.
    3. You have to key in the security code as displayed & click further to proceed.
    4. Make sure to fill your personal details properly as required and ensure fields with (star) marks are filled to proceed further. Then proceed further to next steps.
    5. Keep filling the details specified and upload all the required documents.
    9. Lastly, you have to pay online if fee by Debit Card/ Credit Card/ Net Banking System.
    10. On submitting, you will get an Acknowledgement Number. Kindly make a note of it because it will help you to know your application status.
    11. Take a print out of your application form from the Download tab in the Home Page by giving the Acknowledgement Number and Date of Birth.

The post ASO ପାଇଁ ବାହାରିଲା ବିଜ୍ଞପ୍ତି: ଜାଣନ୍ତୁ ପଦବୀ ସଂଖ୍ୟା, ଆବେଦନର ଶେଷ ତାରିଖ appeared first on Odisha Reporter.



from Odisha Reporter https://ift.tt/37pdT4o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages