ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି, କିନ୍ତୁ ମୁଁ ମୁନ୍‌ ହେବି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି, କିନ୍ତୁ ମୁଁ ମୁନ୍‌ ହେବି…

 

ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି। କିନ୍ତୁ ମୁନ୍‌ ଗୋଟିଏ। ସେଥିପାଇଁ ମୁଁ ଚାହୁଁଛି ମୁନ୍‌ ହୋଇ ବାହାରିବି। ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ପିନ୍ଧିବା ପରେ ଏମିତି କହିଛନ୍ତି କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ଶୁଭାଙ୍ଗୀ ଜାନା। ସମସ୍ତଙ୍କୁ ପଛରେ ପକାଇ ଶୁଭାଙ୍ଗୀ ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ହାତେଇଛନ୍ତି।

The post ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି, କିନ୍ତୁ ମୁଁ ମୁନ୍‌ ହେବି… appeared first on Odisha Reporter.



from Odisha Reporter https://ift.tt/3d5kQeH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages