ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଭିଡ଼; ସ୍ମାର୍ଟ ଧାଡିରେ ଛି଼ଡା ହେବେ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 1, 2021

ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଭିଡ଼; ସ୍ମାର୍ଟ ଧାଡିରେ ଛି଼ଡା ହେବେ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଲମ୍ବା ଧାଡ଼ି। ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି ।

ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି।  ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛି଼ଡା କରାଇବାର ନୂଆ ଯୋଜନା କରିଛି ରାଜ୍ୟ ପରିବହନ ବିଭାଗ । ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡିଷ୍ଟ୍ରିଜ୍ କୋର୍ପୋରେସନ୍ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭାଦ୍ରକ, ଭୁବନେଶ୍ୱର-୧, କଟକ, ଗଞ୍ଜାମ, ପୁରୀରେ ଆରମ୍ଭ କରାଯିବ । ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।  ଆରଟିଓ  ଅଫିସରେ କୌଣସି କାମ ଥିଲେ ସେମାନେ ଅନ୍‌ଲାଇନ୍‌ରେ ଗୋଟିଏ ସ୍ଲଟ ବୁକିଂ କରିପାରିବେ । ସ୍ଲଟ୍ ଆସିବା ଯାଏ କୌଣସି ସ୍ଥାନରେ ବସି ନିଜର ଅନ୍ୟ କାମ କରିପାରିବେ ।

The post ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଭିଡ଼; ସ୍ମାର୍ଟ ଧାଡିରେ ଛି଼ଡା ହେବେ ଲୋକ appeared first on Odisha Reporter.



from Odisha Reporter https://ift.tt/3oM5RIQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages