ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ବନ୍ଧା ହେଲେ ଏଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ବନ୍ଧା ହେଲେ ଏଆଇ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ଜାମିନରେ ଖସାଇ ନିଜେ ଫସିଲେ ଥାନା ଏଆଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା JMFC ମାଜେଷ୍ଟ୍ରେଟଙ୍କ ଜାଲି ଦସ୍ତଖତ କରିବା ଅଭିଯୋଗରେ ଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ବୁଗୁଡା ପୁଲିସ୍‌ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଏସଆଇ ସୂର୍ଯ୍ୟନାରାୟଣ ଜାଲ ଦସ୍ତଖତ କରିଥିଲେ । ଏହାଦ୍ୱାରା ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ମୁକୁଳିଥିଲେ । ଏହି ଘଟଣା ଜଣାପଡିବା ପରେ ନିଜେ ବୁଗୁଡା ମାଜିଷ୍ଟ୍ରେଟ୍ ଥାନାରେ ଏସଆଇଙ୍କ ବିରୋଧରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ବୁଗୁଡା ପୁଲିସ୍‌ ଜାଲି ଦସ୍ତଖତ କରିଥିବା ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ଜେଲକୁ ପଠାଇ ଦିଆଯାଇଛି।

The post ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ବନ୍ଧା ହେଲେ ଏଆଇ appeared first on Odisha Reporter.



from Odisha Reporter https://ift.tt/3k5dglD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages