ରାଉରକେଲା ( ଓଡ଼ିଶା ରିପୋର୍ଟର)୨୦୨୦ ମସିହା ଡିସେମ୍ବର ୨୬ ତାରିଖରେ ରାଉରକେଲା ଉଦିତନଗର ଥାନାରେ ଜଣେ ନାବାଳକକୁ ନିର୍ଯାତନା ଦେବା ଘଟଣାରେ ଏସଆଇ ନିଲମ୍ବିତ। ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଆଣି ନିବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ସବ ଇନ୍ସ୍ପେକ୍ଟର ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ରାଜ୍ୟ ମାନବ ଅଧିକାର ଆୟୋଗ ଏହି ମାମଲାର ତଦନ୍ତ କରୁଥିଲେ । ଏ ବାବଦରେ ଥାନାର ଅନ୍ୟ ତିନିଜଣ କର୍ମଚାରୀଙ୍କୁ HRPC ସମନ କରିଥିବା ସୂଚନା ମିଳିଛି।
The post ନାବାଳକକୁ ନିର୍ଯାତନା ଦେଇ ଏସଆଇ ନିଲମ୍ବିତ appeared first on Odisha Reporter.
from Odisha Reporter https://ift.tt/3dmjLPt
No comments:
Post a Comment