ଲଢ଼ୁଆ ବିମାନ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ, ଗ୍ରୁପ କ୍ୟାପଟେନ୍‌ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଲଢ଼ୁଆ ବିମାନ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ, ଗ୍ରୁପ କ୍ୟାପଟେନ୍‌ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗ୍ରୁପ୍‌ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି। ବିମାନଟି ମଧ୍ୟ ଭାତରର ଏକ ଏୟାବେସ୍‌ରୁ ଯୁଦ୍ଧ ପ୍ରଶିକ୍ଷଣ ପାଇଁ ଯାଇଥିଲା। ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି।

ସେପଟେ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁକୁ ନେଇ ଭାରତୀୟ ବାୟୁସେନା ଗଭୀର ଶୋକ ପ୍ରକାଶ କରିଛି। କ୍ୟାପଟେନଙ୍କ ପରିବାରକୁ ସମବେଦନ ଜଣାଇଛି। ତେବେ ଏହି ବିମାନ ଦୁର୍ଘଟଣା କିଭଳି ହେଲା ତା’ର କାରଣ ଜଣାପଡି ନାହିଁ। ତଦନ୍ତ ପାଇଁ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

The post ଲଢ଼ୁଆ ବିମାନ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ, ଗ୍ରୁପ କ୍ୟାପଟେନ୍‌ ମୃତ appeared first on Odisha Reporter.



from Odisha Reporter https://ift.tt/3ePD1G6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages