ସରିଲା ଶରଦ ପାୱାରଙ୍କ ସର୍ଜରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ସରିଲା ଶରଦ ପାୱାରଙ୍କ ସର୍ଜରୀ

ମୁମ୍ବାଇ:ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି। ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ସର୍ଜରୀ ହୋଇଥିଲା।

ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି । ବର୍ତ୍ତମାନ ତାଙ୍କୁ କିଛି ଦିନ ହସ୍ପିଟାଲରେ ଅବଜରଭେସନରେ ରଖାଯିବ । ଆଗକୁ ଯଦି ତାଙ୍କର ଯନ୍ତ୍ରଣା ନ କମିବ ତାହେଲେ ତାଙ୍କର ଗଲବ୍ଲାଡର କଢାଯିବ ବୋଲି ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ ଯେ, ୮୦ ବର୍ଷୀୟ ଶରଦ ପାଓ୍ୱାର ରବିବାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରୁ ତାଙ୍କର ପିତକୋଷରେ ସମସ୍ୟା ଥିବା ଜଣାପଡିଥିଲା । ପାର୍ଟି ପକ୍ଷରୁ ତାଙ୍କର ଶରୀର ଅସୁସ୍ଥତା ନେଇ ଟ୍ୱିଟରେ ପୋଷ୍ଟ କରାଯାଇଥିଲା।

ଗତ ୨୯ ମାର୍ଚ୍ଚରେ ଚିକିତ୍ସା ପାଇଁ ପାଓ୍ୱାରଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର ସମସ୍ୟା ଜଣାପଡିବାରୁ ଅପରେସନ ପାଇଁ ଡାକ୍ତର କହିଥିଲେ । ଫଳରେ କାଲି ବିଳମ୍ୱିତ ରାତିରେ ଅସ୍ତ୍ରୋପଚାର କରାଯାଇଛି ।

The post ସରିଲା ଶରଦ ପାୱାରଙ୍କ ସର୍ଜରୀ appeared first on Odisha Reporter.



from Odisha Reporter https://ift.tt/3cytJN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages