ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପାଳିତ ହେବ ହୋଲି । ଏଥିନିମନ୍ତେ ପ୍ରଥମାର୍ଦ୍ଧରେ ବନ୍ଦ ରହିବ ମୋ ବସ୍ ସେବା। ହେଲେ ଅପରାହ୍ନ ୩ଟାରୁ ପୁଣି ଥରେ ଆରମ୍ଭ ହେବ ଏହି ସେବା। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ଆସନ୍ତା କାଲି ବନ୍ଦ ରହିବ।
ମୋ ବସ୍ ସେବା ନେଇ ଟ୍ୱିଟ୍ କରି CRUT ପକ୍ଷରୁ ସୂଚନା ଦିଆଯାଇଛି।
𝐍𝐨𝐭𝐢𝐜𝐞
On #Holi (𝟐𝟗𝐭𝐡 𝐌𝐚𝐫𝐜𝐡,𝟐𝟎𝟐𝟏) #Mobus will remain off roads in the first half of the day.Service will resume 𝟑 𝐏𝐌 onwards with thin frequency.
Physical pass counter at Master Canteen terminal will remain closed tomorrow.
— Capital Region Urban Transport (@CRUT_BBSR) March 28, 2021
The post କାଲି ବନ୍ଦ ରହିବ ମୋ ବସ୍ ସେବା, କିନ୍ତୁ… appeared first on Odisha Reporter.
from Odisha Reporter https://ift.tt/3m9Y1Jn
No comments:
Post a Comment