ଆଜିଠୁ କୁଆଖାଇ ପୋଲରେ ଯାତାୟତ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 1, 2021

ଆଜିଠୁ କୁଆଖାଇ ପୋଲରେ ଯାତାୟତ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ ଅର୍ଥାତ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କମିଶନରେଟ୍ ପୁଲିସ୍‌  ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ଦୀର୍ଘ ଦିନ ଧରି ଏହି ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ମରାମତି ପାଇଁ ଦାବି ହେଉଥିଲା । ତେଣୁ ମରାମତି ହେବାକୁ ଥିବାରୁ ଏହା ଉପରେ କୌଣସି ଯାନବାହନ ଚଳଳଚଳ କରିବ ନାହିଁ। ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟତ କରିବ।

The post ଆଜିଠୁ କୁଆଖାଇ ପୋଲରେ ଯାତାୟତ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3bS4Kmf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages