ବାଇକ ଚୋରଙ୍କ ଭୁଗୋଳ ବଦଳାଇ ଦେଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ବାଇକ ଚୋରଙ୍କ ଭୁଗୋଳ ବଦଳାଇ ଦେଲେ ଗ୍ରାମବାସୀ

ସୋର(ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ । ଏଭଳି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଘଟିଛି। ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଆଜି ସକାଳେ ବାଇକ ଚୋରି କରିବାକୁ ଆସିଥିବା ୩ ଜଣ ଚୋରଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଯାଇଛନ୍ତି l ତେବେ ଜଣେ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ l

ପରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଚୋରକୁ ସ୍ଥାନୀୟ ଲୋକମାନେ ନିର୍ଧୁମ ଛେଚି ଥିଲେ । ଧରା ପଡିଥିବା ଚୋରଙ୍କ ଘର ଆଲଦିଆ ଅଞ୍ଚଳର ବୋଲି ଜଣାପଡିବା ବେଳେ ଖସି ପଳାଇଥିବା ଅନ୍ୟ ଦୁଇ ଜଣଙ୍କ ଘର ଶ୍ରୀଜଙ୍ଗ ଓ ଓଡଶାଳ ବୋଲି ଜଣାପଡିଛି l ସେମାନଙ୍କ ପାଖରୁ ଗୋଟିଏ ବାଇକ ସହିତ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଖନ୍ତାପଡ଼ା ପୁଲିସ l ଚୋରଟିକୁ ଗ୍ରାମବାସୀମାନେ ଖନ୍ତାପଡ଼ା ପୁଲିସ ଜିମା ଦେବାପରେ ପୁଲିସ ଘଟଣାର ତଦନ୍ତ କରୁଛି ।

The post ବାଇକ ଚୋରଙ୍କ ଭୁଗୋଳ ବଦଳାଇ ଦେଲେ ଗ୍ରାମବାସୀ appeared first on Odisha Reporter.



from Odisha Reporter https://ift.tt/3ekdy5L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages