ସ୍କେଟିଂ ବିଷୟରେ ଆପଣ ଉଣା ଅଧିକେ ସମସ୍ତେ ଜାଣିଥିବେ । ସ୍କେଟିଂର ଚାହିଦା ବଡ ବଡ ସହର ମାନଙ୍କରେ ରହିଥାଏ ।ଏବେ କିନ୍ତୁ କଟକରେ ଯୁବପିଢୀଙ୍କ ମଧ୍ୟରେ ଏହାର କ୍ରେଜ୍ ଅଧିକ ଦେଖିବାକୁ ମିଳୁଛି। କଟକରେ ସ୍କେଟିଂର ମଜା ନେଉଛନ୍ତି ସଭିଏଁ।
The post ଅସ୍ତଗାମୀ ସୂର୍ଯ୍ୟ ସହ ଜମୁଛି ସ୍କେଟିଂର ମଜା appeared first on Odisha Reporter.
from Odisha Reporter https://ift.tt/3fC3ffz
No comments:
Post a Comment