କୋଭିଡ୍ ନିୟମକୁ ଦଳିଦେଲେ ବିଜେଡି ବିଧାୟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

କୋଭିଡ୍ ନିୟମକୁ ଦଳିଦେଲେ ବିଜେଡି ବିଧାୟିକା

ରାଜ୍ୟରେ ଦୈନିକ ସଂକ୍ରମଣ 7 ହଜାରମୁହାଁ ହୋଇଛି ଏବଂ ଏହାର ମୁକାବିଲା ଲାଗି ସପ୍ତାହାନ୍ତ ସଟଡାଉନ୍ ଆରମ୍ଭ ହୋଇସାରିଲାଣି ।ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ଖୋଦ୍ ଶାସକ ଦଳର ବିଧାୟିକା ସରକାରୀ ନିତି ନିୟମକୁ କେବଳ ଯେ ଖୋଲାଖୋଲି ବେଖାତିର କରିଛନ୍ତି ତାହା ନୁହଁ ବରଂ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିଛନ୍ତି। ଦେଖନ୍ତୁ ଏହି ରିପୋର୍ଟରେ

The post କୋଭିଡ୍ ନିୟମକୁ ଦଳିଦେଲେ ବିଜେଡି ବିଧାୟିକା appeared first on Odisha Reporter.



from Odisha Reporter https://ift.tt/3xqOm68

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages