ରେଳୱେରେ ଖାଲି ପଡ଼ିଛି ୩୭୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

ରେଳୱେରେ ଖାଲି ପଡ଼ିଛି ୩୭୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳୱେରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। North East Frontier ରେଳବାଇରେ ଖାଲି ୩୭୦ ପଦବୀ ଖାଲି ଅଛି। ଏଥିନିମନ୍ତେ ନୋଟିଫିକେସନ ଜାରି ହୋଇଛି। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲୁ ରହିବ।

North East Frontier ପକ୍ଷରୁ ଜାରି ନୋଟିଫିକେସନ ଅନୁଯାୟୀ, ଖାଲିଥିବା ୩୭୦ ପଦ ମଧ୍ୟରୁ୨୦ଟି ଜୁନିୟର ଇଞ୍ଜିନିୟର ପଦ, ୧୫୦ ଟେକନିସିଆନ ପଦ ଓ ୨୦୦ ହେଲପର ପଦ ଖାଲି ପଡ଼ିଛି । ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଅନଲାଇନ୍‌ରେ ଆବେଦନ କରିପାରିବେ।  ମୁଖ୍ୟତଃ ଟେକନିକାଲ କ୍ୱାଲିଫିକେସନ ଓ ଅନୁଭବ ଥିବା ପ୍ରାର୍ଥୀଙ୍କୁ   ଅଗ୍ରାଧିକାର ଦିଆଯିବ।

ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀ ‘ଦ ଅଫିସ ଅଫ୍‌ ପ୍ରିନ୍ସପାଲ, ଚିଫ ପର୍ସନାଲ ଅଫିସର, N.F. ରେଳୱେ’ ଠିକଣାରେ ଆବେଦନ କରିପାରିବେ।

The post ରେଳୱେରେ ଖାଲି ପଡ଼ିଛି ୩୭୦ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ appeared first on Odisha Reporter.



from Odisha Reporter https://ift.tt/3cUmlvq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages