ମା ଦକ୍ଷିଣ କାଳୀଙ୍କ ଆଖିରୁ ଲୁହା ଝରୁଛି। ତେବେ ମାଙ୍କ ଆଖିରେ କାହିଁକି ଲୁହ। କିଛିଲୋକ ଏହା ପଛରେ ଅନିଷ୍ଠ ହୋଇଥିବା କଥା କହିଥିବା ବେଳେ ଆଉକିଛି କହୁଛନ୍ତି ସମାଜରେ ପାପ ବଢିଯାଇଛି। ତେବେ ବାସ୍ତବରେ ଏମିତି କାହିଁକି ହେଉଛି। ଏ ଖବର ଜଣାପଡିବା ପରେ ମନ୍ଦିର ପରିଚାଳନ କମିଟି ପକ୍ଷରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ।
The post ମାଙ୍କ ଆଖିରୁ କାହିଁକି ଝରୁଛି ଲୁହ appeared first on Odisha Reporter.
from Odisha Reporter https://ift.tt/3cWyeRQ
No comments:
Post a Comment