ପୋଲ ଉପରେ ବସିଥିଲେ ଗରୁଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ପୋଲ ଉପରେ ବସିଥିଲେ ଗରୁଡ

ଆପଣ କେବେ ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡ଼ ପକ୍ଷୀଙ୍କୁ ଦେଖିଛନ୍ତି କି ! ଦେଖିବା ତ ଦୁରର କଥା ସ୍ବପ୍ନ ରେ ବି ଭାବି ନଥିବେ କି ଏଭଳି ବିରଳ ଗରୁଡ଼ ପକ୍ଷୀଙ୍କ ଦର୍ଶନ ମିଳିବ ବୋଲି । କଟକ ଜଗତପୁର ବିରୁପା ବ୍ୟାରେଜ୍ ପାଖରୁ ଏକ ବିରଳ ଜାତୀର ପକ୍ଷୀକୁ ଲୋକେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ।

The post ପୋଲ ଉପରେ ବସିଥିଲେ ଗରୁଡ appeared first on Odisha Reporter.



from Odisha Reporter https://ift.tt/3dIU6iF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages