ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମ୍ୟାଙ୍ଗୋ ପୁଡିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମ୍ୟାଙ୍ଗୋ ପୁଡିଂ

ଆବଶ୍ୟକ ସାମଗ୍ରୀ : ପାଚିଲା ଆମ୍ବ, ଚିନି, କ୍ଷୀର, କର୍ଣ୍ଣଫ୍ଲୋର, ଡ୍ରାଏ ଫ୍ରୁଟ୍ସ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପାଚିଲା  ଆମ୍ବ ରସ ବାହାର କରି ଦିଅନ୍ତୁ। ସେଥିରେ ଆବଶ୍ୟକ ମୁତାବକ ଚିନି, କ୍ଷୀର ପକାଇ ତାହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ଏକ ପାତ୍ରରେ ଯେତିକି କର୍ଣ୍ଣଫ୍ଲୋର, ସେତିକି କ୍ଷୀର ମିଶାଇ ଘୋଳାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ ଗ୍ୟାସରେ ଏକ କରେଇ ବସାଇ ଆମ୍ବ ଘୋଳକୁ ପକାନ୍ତୁ। ମିଡିୟମ ଆଞ୍ଚରେ ତାହାକୁ ଘାଣ୍ଟନ୍ତୁ। ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ଆଞ୍ଚକୁ ସିମ୍‌ କରି ଦିଅନ୍ତୁ। ଏବେ ସେଥିରେ କର୍ଣ୍ଣଫ୍ଲୋର ଘୋଳକୁ ପକାଇ ଘାଣ୍ଟନ୍ତୁ। ଏହାଭଲ ଭାବେ ଫୁଟିକି ଅଧା ହୋଇଗଲେ ଗ୍ୟାସକୁ ବନ୍ଦ କରି ତାହାକୁ ଥଣ୍ଡା କରନ୍ତୁ।

ଏବେ ଏହାକୁ ଏକ ପାତ୍ରରେ ରଖି ତା’ ଉପରେ କିଛି ଡ୍ରାଏ ଫ୍ରୁଟ୍ସକୁ ସଜାଇ ଦିଅନ୍ତୁ। ଏବେ ଏହାକୁ  ଫ୍ରିଜରେ ୨ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏବେ   ପ୍ଲେଟରେ ସର୍ଭ କରନ୍ତୁ ଥଣ୍ଡା ଥଣ୍ଡା ମ୍ୟାଙ୍ଗୋ ପୁଡିଂ।

The post ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମ୍ୟାଙ୍ଗୋ ପୁଡିଂ appeared first on Odisha Reporter.



from Odisha Reporter https://ift.tt/3jfdZCk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages