ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ତଳମୁହାଁ ହେଉଥିବା ଦୈନିକ ସଂକ୍ରମଣ ଆଜି ୩ ହଜାର ତଳକୁ ଖସିଛି। ରାଜ୍ୟରେ ୨୪ ଘଣ୍ଟାରେ ୨, ୯୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୫୭  କ୍ୱାରେଣ୍ଟାଇନରୁ ୧୬୯୮   ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ୍ ହେଉଛି ୧୨୫୯।

ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୨, ଯାଜପୁରରୁ ୨୬୦,  ବାଲେଶ୍ୱରରୁ ୨୪୭, ଭଦ୍ରକରୁ ୧୯୨, କେନ୍ଦ୍ରାପଡ଼ାରୁ ୧୧୬ , ନୟାଗଡ଼ରୁ ୧୧୨,  ଅନୁଗୁଳରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ   ବରଗଡ଼ରୁ ୪୧, , ବଲାଙ୍ଗିରରୁ ୩୭ ଓ ବୌଦ୍ଧରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଂଜାମରୁ ୧୮, ଜଗତସିଂହପୁରରୁ ୧୦୩, , ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩୮,  କନ୍ଧମାଳରୁ ୫୧, କେନ୍ଦୁଝରରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କୋରାପୁଟରୁ ୬୦, ମାଲକାନଗିରିରୁ ୫୬, ମୟୂରଭଂଜରୁ ୧୩୫, ନବରଙ୍ଗପୁରରୁ ୪୫,   ନୂଆପଡ଼ାରୁ ୧୦, ପୁରୀରୁ ୨୧୯, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୁବର୍ଣ୍ଣପୁରରୁ ୨୫, ସୁନ୍ଦରଗଡ଼ରୁ ୫୮ ଓ ଷ୍ଟେଟପୁଲରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ରେ ପହଞ୍ଚିଲା।

The post ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3zLcQZe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages