ଆଶ୍ରମରେ ଚାଲିଥିଲା ଏପରି କାମ, ବନ୍ଧା ହେଲେ ବାବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ଆଶ୍ରମରେ ଚାଲିଥିଲା ଏପରି କାମ, ବନ୍ଧା ହେଲେ ବାବା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଶ୍ରମରେ ଚାଲିଥିଲା ଗଞ୍ଜେଇ କାରବାର। ପୁଲିସ୍‌ ଚଢ଼ାଉ କରି ଆଶ୍ରମରୁ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ବାବାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ସମ୍ବଲପୁର ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଛି।

ନାକଟିଦେଉଳ ଥାନା ଅଞ୍ଚଳରେ ଥିବା  ଚହଟପଦା ଗାଁସ୍ଥିତ ପଞ୍ଚୁପାଣ୍ଡବ କ୍ରିଡ଼ା ସ୍ଥଳୀ ଆଶ୍ରମରେ ଗଂଜେଇ କାରବାର ଚାଲିଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ଚଢ଼ାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି।

ଏହି ମାମଲାରେ ଆଶ୍ରମ ମୁଖ୍ୟ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ବାବା ଫୁଲବାଣୀରୁ ଗଞ୍ଜେଇ ଆଣି ଦଲାଲଙ୍କ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଗଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ମାମଲାରେ ଅଧିକ ଛାନଭିନ୍‌ ଚଳାଇଛି ପୋଲିସ ।

The post ଆଶ୍ରମରେ ଚାଲିଥିଲା ଏପରି କାମ, ବନ୍ଧା ହେଲେ ବାବା appeared first on Odisha Reporter.



from Odisha Reporter https://ift.tt/3jlCcqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages