ପୂର୍ବତନ କୁଳପତିଙ୍କୁ ହାଣି ଥିଲା, ଶେଷରେ ବନ୍ଧା ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ପୂର୍ବତନ କୁଳପତିଙ୍କୁ ହାଣି ଥିଲା, ଶେଷରେ ବନ୍ଧା ହେଲା

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ ହତ୍ୟା ଘଟଣାର  ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ବାନ୍ଧିଛି ପୁଲିସ୍‌। ପ୍ରବୀଣର ଘର ଲଇକେରା ବ୍ଲକ କୁଅଁରମାଲରେ। ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ  ।

ସୂଚନା ଅନୁସାରେ,  ଗତକାଲି  ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କୁଅଁରମାଲ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକ ଘରକୁ ଟାଙ୍ଗିଆ ଧରି   ପଶି ଯାଇଥିଲା ଅଭିଯୁକ୍ତ । ଉକ୍ତ ସମୟରେ ସେଠାରେ ଥିବା ତାଙ୍କ ବୋହୂ ଓ ଝିଅ କେବଳ  ଟଙ୍କା ନାହିଁ ପରେ ଆସିବୁ ବୋଲି   କହିଥିଲେ। ଏହା ଭିତରେ ପ୍ରଫେସର ଧ୍ରୁବରାଜ ପହଞ୍ଚି   ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ଗୁରୁତର ଅବସ୍ଥାରେ ଧ୍ରୁବରାଜଙ୍କୁ ଝାରସୁଗୁଡ଼ାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

The post ପୂର୍ବତନ କୁଳପତିଙ୍କୁ ହାଣି ଥିଲା, ଶେଷରେ ବନ୍ଧା ହେଲା appeared first on Odisha Reporter.



from Odisha Reporter https://ift.tt/3xWBog0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages