୧୨ ଜୁନ୍‌, ଶନିବାର: ମନ ଅସ୍ଥିର ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 11, 2021

୧୨ ଜୁନ୍‌, ଶନିବାର: ମନ ଅସ୍ଥିର ରହିବ

ମେଷ: କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବିବାଦର ସମାଧାନ ହୋଇଯିବ।

ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରେ ଆର୍ଥିକ ଅଭାବ ଦେଖାଦେବ। ମନ ଅସ୍ଥିର ରହିବ।

ମିଥୁନ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

କର୍କଟ: ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ସନ୍ତାନମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ।

ସିଂହ: ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ଗୁପ୍ତଶତ୍ରୁ କିଛି କ୍ଷତି କରି ପାରନ୍ତି। ଅପରାହ୍ନରେ ଖୁସି ଖବର ମିଳିବ।

କନ୍ୟା: ଆର୍ଥିକ ଚିନ୍ତା ଲାଗି ରହିବ। ଭାଇ କିମ୍ବା ସାଙ୍ଗସାଥୀ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେବେ।

ତୁଳା: ସୁସମ୍ବାଦ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ।

ବିଛା: ଘରେ କଳିଝଗଡ଼ା ଲାଗିପାରେ। ଶରୀରରେ ଆଘାତ ଲାଗିପାରେ। ଅପରାହ୍ନରେ କିଛି ଖୁସି ଖବର ମିଳିପାରେ।

ଧନୁ: କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆରେ କାର୍ଯ୍ୟରତ ଲୋକେ ଶୁଭଫଳ ପାଇବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।

କୁମ୍ଭ: କୌଣସି କଥାକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମୀନ: ବ୍ୟବସାୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ବନ୍ଧୁଙ୍କ ସହିତ ଝଗଡ଼ା ହୋଇପାରେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

The post ୧୨ ଜୁନ୍‌, ଶନିବାର: ମନ ଅସ୍ଥିର ରହିବ appeared first on Odisha Reporter.



from Odisha Reporter https://ift.tt/3ggaVUD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages