ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୩, ୬୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୬୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୫୫୨।
୩, ୬୫୦ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮, ଭଦ୍ରକରୁ ୧୭୦, ମୟୂରଭଂଜରୁ ୧୪୫, ଜଗତସିଂହପୁରରୁ ୧୩୮, ନୟାଗଡ଼ରୁ ୧୨୨, ଅନୁଗୁଳରୁ ୧୧୨, ଢେଙ୍କାନାଳରୁ ୧୧୦, ସୁନ୍ଦରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୬, କୋରାପୁଟରୁ ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ ବରଗଡ଼ରୁ ୪୫, , ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, , ଦେବଗଡ଼ରୁ ୪, ଗଜପତିରୁ ୮, ଗଂଜାମରୁ ୧୪, , ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩ ଆକ୍ରାନ୍ତ ହୋଇଛନ୍ତି।
ସେହିପରି କନ୍ଧମାଳରୁ ୨୬, କେନ୍ଦୁଝରରୁ ୬୮, ମାଲକାନଗିରିରୁ ୬୭, ନବରଙ୍ଗପୁରରୁ ୬୯, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୁବର୍ଣ୍ଣପୁରରୁ ୨୨, ଷ୍ଟେଟପୁଲରୁ ୮୯ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ ସାମ୍ପଲ୍ ଟେଷ୍ଟ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ରେ ପହଞ୍ଚିଛି।
The post ପୁଣି ବଢ଼ିଲା ସଂକ୍ରମଣ, ରାଜ୍ୟରେ ଚିହ୍ନଟ ହେଲେ ୩, ୬୫୦ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3qk7Mqm
No comments:
Post a Comment