୨୮ ଜୁନ୍‌, ସୋମବାର: ବିରୋଧୀମାନେ ହଇରାଣ କରିପାରିବେ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

୨୮ ଜୁନ୍‌, ସୋମବାର: ବିରୋଧୀମାନେ ହଇରାଣ କରିପାରିବେ ନାହିଁ

ମେଷ: କର୍ମକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହେବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ।

ବୃଷ: ଶରୀର ସୁସ୍ଥ ରହିବ। ମନ ଶାନ୍ତ ରହିବ। ଜମି, ଜାଗା, ବାସଗୃହ ବା ଯାନବାହାନ କ୍ରୟ କରିବାର ସୁଯୋଗ ପାଇବେ।

ମିଥୁନ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଶାଜନକ ଫଳପ୍ରାପ୍ତି ହେବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହାସ ବାନ୍ଧିବେ।

ସିଂହ: ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଆୟ ବଢ଼ିବ।

ବିଛା: କମ୍ ପରିଶ୍ରମରେ ଭଲ ସଫଳତା ପାଇବେ। ଘର ପାଇଁ କିଛି ଦାମୀ ଜିନିଷ କିଣିପାରନ୍ତି।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ମିଳିବ।

ମକର: ଦିନଟି ଭଲରେ କଟିବ। ଆୟକୁ ନେଇ ସନ୍ତୁଷ୍ଟ ରହିବେ। ମିଠା ମିଠା କଥା କହି ସମସ୍ତଙ୍କ ମନ ଜିଣିବାକୁ ପ୍ରୟାସ କରିବେ।

କୁମ୍ଭ: ବିରୋଧୀମାନେ ହଇରାଣ କରିପାରିବେ ନାହିଁ। ଅନେକ ସୂତ୍ରରୁ ଧନ ପାଇବାର ଯୋଗ ଅଛି। ଜମିଜମା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।

ମୀନ: ସରକାରୀ କର୍ମଚାରୀଙ୍କର ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପୁରାତନ ରୋଗରୁ ଉପଶମ ମିଳିବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ।

The post ୨୮ ଜୁନ୍‌, ସୋମବାର: ବିରୋଧୀମାନେ ହଇରାଣ କରିପାରିବେ ନାହିଁ appeared first on Odisha Reporter.



from Odisha Reporter https://ift.tt/3jkN9sI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages