ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଦାମ ହାଲୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଦାମ ହାଲୱା

ଆବଶ୍ୟକ ସାମଗ୍ରୀ: ପିସ୍ତାବାଦାମ, ସୁଜି, ଚିନି, ଦେଶୀ ଘିଅ, କ୍ଷୀର, ପାଣି। 

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ପିସ୍ତାବାଦାମକୁ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ଏହାପରେ ତାଉପର ଚୋପାକୁ ଛଡ଼ାଇ ଏକ କପଡ଼ାରେ ପୋଛି ପୂରା ଡ୍ରାଏ କରି ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡି କରି ଏକ ପାଉଡ଼ର ପ୍ରସ୍ତୁତ କରନ୍ତୁ।

ଏବେ ଏକ ପ୍ୟାନ୍‌ରେ ଦେଶୀ ଘିଅ ଗରମ କରନ୍ତୁ। ସେଥିରେ ଅଳ୍ପ ସୁଜି ପକାଇ ଭାଜି ଦିଅନ୍ତୁ। ଏହା ହାଳକା ଲାଲ ହୋଇଯିବା ପରେ ସେଥିରେ ବାଦାମ ପାଉଡ଼ର ପକାନ୍ତୁ। ଆଞ୍ଚ ସ୍ଲୋ କରି ଏହାକୁ ଭଲ ଭାବେ ଫ୍ରାଏ କରନ୍ତୁ। ଏହାପରେ ସେଥିରେ ପାଣି ଦିଅନ୍ତୁ। ପାଣି ଫୁଟିଲେ ଏହାକୁ ଭଲ ଭାବେ ଘାଣ୍ଟନ୍ତୁ, ଯେପରି ତଳେ ନ ଲାଗିବ। ଏହାପରେ ଏହି ମିଶ୍ରଣରେ କିଛି କେଶର, କ୍ଷୀର ଦିଅନ୍ତୁ। ଏହାପରେ ସେଥିରେ ନିଜର ସ୍ୱାଦ ଅନୁଯାୟୀ, ଚିନି ପକାନ୍ତୁ। 

ଏବେ ଗରମାଗରମ ପ୍ଲେଣ୍ଟକୁ ସର୍ଭ କରନ୍ତୁ ବାଦାମ ହାଲୱା। ଡ୍ରାଏ ଫ୍ରୁଟସ୍‌ ଦେଇ ଏହାକୁ ସଜାଇ ପାରିବେ।  ଏହାକୁ ପୂଜାପର୍ବରେ ଅତିଥିଙ୍କ ପାଇଁ ଘରେ ପ୍ରସ୍ତୁତ କରିପାରିବେ।  

The post ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଦାମ ହାଲୱା appeared first on Odisha Reporter.



from Odisha Reporter https://ift.tt/3eXgI0b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages