ଦିନ ତମାମ ସୌମ୍ୟଙ୍କ ଘରକୁ ଯାଇ ତଦନ୍ତ ଚଳାଇଲା ପୋଲିସ। ଖୋଦ କ୍ରାଇମବ୍ରାଞ୍ଚ ଡିଏସପି ଦୁଇ ଦୁଇ ଥର ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଗଲେ। ସୌମ୍ୟ ଙ୍କୁ କେଉଁଠି ପୋଡାଗଲା ତାର ଅନୁଧ୍ୟାନ କଲେ। କିନ୍ତୁ କଣ ପାଇଁ ଡିଏଫଓଙ୍କୁ ପଚରାଉଚୁରା କରାଯାଉନି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି
The post ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି କାହିଁକି ? appeared first on Odisha Reporter.
from Odisha Reporter https://ift.tt/3zoV7FO
No comments:
Post a Comment